Friday 7 February 2020

Famous Shakti Pitha #Taratarini will be in world heritage site list soon



ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ରହିବ ତାରାତାରିଣୀ ପ୍ଲାନକୁ ଅନୁମୋଦନ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ I

ସିଂହଦ୍ୱାର, ରାସ୍ତା, ପାନୀୟ ଜଳ, ପ୍ରସାଦ ମଣ୍ଡପ, ବ୍ୟାଖ୍ୟାନ କେନ୍ଦ୍ର, ମୁଣ୍ଡନ ହଲ୍, ଶୌଚାଳୟ, ଧ୍ୟାନ କେନ୍ଦ୍ର, ପ୍ରତୀକ୍ଷା ସ୍ଥଳ, ଯାତ୍ରୀ ଙ୍କ ବସିବା ବ୍ୟବସ୍ଥା, ୱାଚ୍ ଟାୱାର, ପୋଲିସ ଓ ଚିକିତ୍ସା କେନ୍ଦ୍ର ଆଦି ସ୍ଥାପନ ହେବ I
Famous Shakti Pitha #Taratarini near Berhampur city will get new amenities for pilgrims & in world heritage site list soon.
Odisha CM has approved a plan for redevelopment of periphery areas.
Plan aims at making it one of most attractive religious tourist sites of the country.

No comments:

Post a Comment